ଓଡ଼ିଆ ପାଇକ ସମ୍ମାନ – ୨୦୨୬

Spread the love

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ପାଇକ ଆଖଡ଼ା ମହାସଂଘ ସଭାପତି ଡ଼ଃ ପ୍ରକାଶ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଅନେକ ବିଶିଷ୍ଟ ବ୍ୟକ୍ତି,ବୀର ପାଇକ ସଂଗ୍ରାମୀ, ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀ,ସମ୍ବାଦିକ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କ ପାଇକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡ଼ଃ ପ୍ରକାଶ ଶ୍ରୀଚନ୍ଦନଙ୍କ ପ୍ରଯୋଜିତ ବୋବାଲ୍ ଟୋକା, ହଇଟଲ ଓ ବକ୍ସି ଜଗବନ୍ଧୁ ଓଡ଼ିଆ (ପାଇକ ପୁଅ)ର ଟ୍ରେଲର ପ୍ରଦର୍ଶିତ ହୋଇଥିଲା। ଓଡିଶାର ବୀରତ୍ଵ ପାଇକମାନଙ୍କ ନେତୃତ୍ୱରେ ଇଂରେଜମାନେ ପରାଜିତ ହୋଇଥିବାରୁ ବକ୍ସି ଜଗବନ୍ଧୁ ଆମ ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ।
ଏହି ଅବସରରେ ଓଡିଶା ଅସ୍ମିତା କୁ ବଜାଇ ରଖୁବା ପାଇଁ ଏହି ପ୍ରୟାସ
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏକାମ୍ରର ବିଧାୟକ ବାବୁ ସିଂ ଏବଂ ରାଜନେତା ଜଗନ୍ନାଥ ପ୍ରଧାନ. ମନୋଜ ପ୍ରଧାନ


Spread the love

Leave a Reply

Your email address will not be published. Required fields are marked *