ଭୁବନେଶ୍ୱର ନିକଟବର୍ତ୍ତୀ ଗୋଠପାଟଣା ଗ୍ରାମ ରେ ଦ୍ୱିତୀୟ ରାତ୍ରି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Spread the love

ଭୁବନେଶ୍ୱର ନିକଟବର୍ତ୍ତୀ ଗୋଠପାଟଣା ଗ୍ରାମ ରେ ଦ୍ୱିତୀୟ ରାତ୍ରି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଅଛି… ଏହି ପ୍ରତିଯୋଗିତା ରେ ସଫଳ କ୍ୟାପଟେନ msd ଓ ଜିତୁ ଙ୍କ ମହାବୀର ଟିମ ବିଜୟ କରି ଫାଇନାଲ ରେ ଅକ୍ଷୟ ୱାରରିଅର କୁ ହରାଇଛି…. ଏହି ପ୍ରତିଯୋଗିତା ରେ ସୁରେଶ ରାଉତରାୟ,ବିଶ୍ଵରଞ୍ଜନ ବଡ଼ଜେନା,ଅମରେଶ ଜେନା,ଡାକ୍ତର ବେହେରା, ପ୍ରଦୀପ ବଡ଼ଜେନା,ତପନ ଚକ୍ରବର୍ତ୍ତୀ,ବ୍ରହ୍ମାନନ୍ଦ ମଙ୍ଗରାଜ,ଯଶୋଧର ମହାନ୍ତି , ଲୁସିବାଳା ମଙ୍ଗରାଜ, ରାଜୁ ବାରିକ, ଭଗବାନ ପ୍ରଧାନ, ସୁଶାନ୍ତ ପଲେଇ,ଚନ୍ଦକା iic, ସୁଶାନ୍ତ ମହାନ୍ତି, ଗିରିଶ ପଲେଇ,ବସନ୍ତ ପରିଜା,ନକୁଳ ମହାକୁଡ଼, ଗତିନାଥ ମହନ୍ତ, ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ…


Spread the love

Leave a Reply

Your email address will not be published. Required fields are marked *