ଭୂମିହୀନ ଭୋକ ଉପାସରେ ଦୃଷ୍ଟିହୀନ ପରିବାର ସରକାରୀ ଯୋଜନା ରୁ ବଞ୍ଚିତ ସତପ୍ରତିଶତ ଦୃଷ୍ଟିବାଧିତ ୧୫ବର୍ଷିଆ ଝିଅ ଲଷ୍ମୀପାତ୍ର

Spread the love

ରାସନଚାଉଳ ରାସନ କାର୍ଡ

ଆବାସ ଯୋଜନା ରୁ ବଞ୍ଚିତ ଦୃଷ୍ଟିହୀନ ୧୦୦%ପ୍ରତିଶତ ଦିବ୍ୟାଙ୍ଗ ଲଷ୍ମୀପାତ୍ର ସରକାରୀ ଯୋଜନା କେବଳ ଭତ୍ତା ମିଳୁଛି , ଏହି ଭଳି ଏକ ଅସହାୟ ଗରିବ ପରିବାର ଖବର ପାଇ HRDF INDIA ର ସୋମନାଥ ନାୟକ ଙ୍କ ନିର୍ଦ୍ଦେଶ କ୍ରମେଃ ଗରିବ ଭିନ୍ନକ୍ଷମ ନାବାଳିକା ଝିଅ ଙ୍କ ଘରକୁ ପହଂଚି ଥିଲେ ମନରଞ୍ଜନ ସ୍ୱାଇଁ ,ସରକାରୀ ଯୋଜନାରୁ ବଂଚିତଥିବା ଶତ ପ୍ରତିଶତ ଦୃଷ୍ଟିବାଦିତ ଲଷ୍ମୀ ପାତ୍ର, ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟରଙ୍ଗା ପଂଚାୟତ ରଘୁନାଥ ପୁର ଗ୍ରାମର ମିଲୁ ପାତ୍ର,ଙ୍କ ଝିଅ ଲଷ୍ମୀ ପାତ୍ର (୧୫) ଦୃଷ୍ଟିହୀନ ଭିନ୍ନକ୍ଷମ ୧୦୦%ପ୍ରତିଶତ ଭଲମନ୍ଦ ବୁଝିବା ସହିତ ସରକାର ଓ ପ୍ରଶାସନ ଙ୍କୁ ଚିଠି ଲେଖିଲେ Hrdf india ର ପ୍ରଶାନ୍ତ ନାଏକ ଉକ୍ତ ଭିନ୍ନକ୍ଷମ ଲଷ୍ମୀପାତ୍ର ଙ୍କୁ ଭୂମିହୀନ ବସୁନ୍ଧରା ରେ ଜାଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଅନ୍ତୋଦୟ ଗୃହ ଯୋଜନା ରେ ଘର ଦେବା ସହିତ ଅନ୍ତୋଦୟ ଯୋଜନା ରେ 35kg ରାସନ ଚାଉଳ ଓ ଭିନ୍ନକ୍ଷମ ଝିଅଟିର ପାଠ ପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଚିଠି ଲେଖିଲେ ଓ ଗୁହାରି କଲେ ୧୦୦%ପ୍ରତିଶତ ଦିବ୍ୟାଙ୍ଗ ଲଷ୍ମୀପାତ୍ର ଙ୍କୁ ଅନ୍ତୋଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଦେବା ସହିତ ରୋଜଗାର କ୍ଷମପାଇଁ ସରକାର ଙ୍କ ତରଫରୁ ଆର୍ଥିକ ସହାୟତା ସହିତ ଅନ୍ତୋଦୟ ଯୋଜନା ରେ ୩୫କେଜି ରାସନ ଚାଉଳ ଯୋଗାଇ ଦେବା ପାଇଁ ଅସହାୟପ୍ରେମୀ ଦୁଃଖବନ୍ଧୁ ବିଶ୍ୱାଳ ଓ ଉକ୍ତ ଦୃଷ୍ଟିହୀନ ପରିବାର ଅନୁରୋଧ କରିଛନ୍ତି


Spread the love

Leave a Reply

Your email address will not be published. Required fields are marked *