ବେଗୁନିଆ ବ୍ଲକ ର ବଡପଦର ଗ୍ରାମ ରେ ଆୟୋଜିତ ପବିତ୍ର ଜାଗର ମହୋତ୍ସବ

Spread the love


ଗତ କାଲି ବେଗୁନିଆ ବ୍ଲକ ର ବଡପଦର ଗ୍ରାମ ରେ ଆୟୋଜିତ ପବିତ୍ର ଜାଗର ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଖୁସି। ଏହି ଅବସର ରେ ଏଠାରେ ବେଗୁନିଆ ବୋଲଗଡ଼ ର ମାନ୍ୟବର ବିଧାୟକ ପ୍ରଦୀପ କୁମାର ସାହୁ ମହୋଦୟ, ଏବଂ ବିଧାୟକ ପ୍ରାର୍ଥ ମନୋଜ କୁମାର ପ୍ରଧାନ ଓ ସରପଞ୍ଚ ଓ ସମିତି ସଭ୍ୟ ତଥା ଅନ୍ୟାନ୍ୟ ସହକର୍ମୀ ଗଣ ଯୋଗ ଦେଇଥିଲେ। ସବୁ ପରେ ବେଗୁନିଆ ବୋଲଗଡ଼ ର ଲୋକ ମାନଙ୍କର ଉନ୍ନତି ଆଉ ପ୍ରଗତି ପାଇଁ ପ୍ରଭୁ ଲୋକେଶ୍ୱର ମହାଦେବ ଙ୍କ ନିକଟରେ ପ୍ରାର୍ଥନା କଲି।


Spread the love

Leave a Reply

Your email address will not be published. Required fields are marked *