ମନରେ ଇଛା ଶକ୍ତି ଥିଲେ ହାର ମାନେ ସବୁ କାରଣ…. ଆଜି ସୋନପୁର ଜିଲ୍ଲା ର ଅତି ନିକଟରେ ଥିବା ତେଲଣ୍ଡା ଗ୍ରାମରେ ପୂଜା ପାଉଛନ୍ତି ମା ରାମଚଣ୍ଡୀ… ମା ଙ୍କ ବାହନ ସିଂହ 300 kg ପିତ୍ତଳରେ ନିର୍ମିତ କରାଇ ଥିଲେ ପୂର୍ବତନ ବିଚାର ପତି ପ୍ରକାଶ କୁମାର ରଥ ଓ ପୂର୍ଵ ତନ ସୋନପୁର ଜିଲ୍ଲା ଜଜ ଧନୁର୍ଦ୍ଧର ସେନାପତି ଦୁହିଁଙ୍କ ଦୁଢ ଇଛା ଶକ୍ତି ଆଉ ମିଳିତ ଉଦ୍ୟମ ରେ ତିଆର କରିଥିଲେ… ସେମାନେ କହିଥିଲେ ମା ଆମକୁ ଯାହା ଦେଇଛି ତାହା ଅତୁଳନୀୟ ଏବଂ ଆହୁରି ମଧ୍ୟ କହିଥିଲେ ମା ଙ୍କ ପୂଜକ ବୃହସ୍ପତି ଥାନାପତି ବହୁତ ସଛୋଟ ସହ ତାଙ୍କ ନିଷ୍ଠା ପର ପ୍ରେରଣା ପାଇଁ ଆଜି ଆମେ ଏହା କରିଏଇ ପରିଛୁ…. ବୃହସ୍ପତି ହିଁ ଆମ ପାଇଁ ମଣିଷ ରୁପି ଭଗବାନ… ଆଜି ଏହି ସିଂହ ର ପ୍ରତିଷ୍ଠା ପୁରୋହିତ ଘଡି ଗୋପାଳ ଦାଶ କରି ମା ଙ୍କୁ ସିଂହ ରେ ଜୀବନ୍ୟାସ କରିଏଇଥିଲେ ଆଜି ମନ୍ଦିର ରେ ମହାମୃତୁଞ୍ଜୟ ପୂଜା ସହ ବେଶ ଆଡମ୍ବର ରେ ପାଳିତ ହେଇଥିଲା ଉତ୍ସବ…. ସିଂହ କୁ ଦେଖିବା ପେଇଁ ଭକ୍ତ ଙ୍କ ବହୁତ ଭିଡ ଜମିଥିଲା… ଆଜି ମନ୍ଦିରରେ ବ୍ରାହ୍ମଣ ସେବା ସହ ବାଳକ ଭୋଜନ ଏବଂ ପ୍ରସାଦ ସେବନ ହେଇଥିଲା…. ସବୁବେଳେ ଦେଖିବାକୁ ମିଳେ ଏହି ପରିବାର ସୋନପୁର ଆଉ ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ନିଜକୁ ସବୁବେଳେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଆଗୁଆ ଥାନ୍ତି…ବୃହସ୍ପତି ପୂଜାରୀ ଙ୍କ କହିବା ହିସାବରେ ମା ଙ୍କୁ ଭକ୍ତି ରେ ଯିଏ ଯାହା ମାଗେ ତାହା ମିଳେ ଆଜି ଏହା ର ଉଦାହରଣ ସାଜିଛନ୍ତି ପ୍ରକାଶ ବାବୁ ଆଉ ଧନୁର୍ଦ୍ଧର ବାବୁ…. ପୁ
ମନରେ ଇଛା ଶକ୍ତି ଥିଲେ ହାର ମାନେ ସବୁ କାରଣ















Leave a Reply