ପବିତ୍ର ଶ୍ରୀରାମ ନବମୀର ଅବ୍ୟବହିତ ପୂର୍ବରୁ ପ୍ରତିବର୍ଷ ଭଳି ଆଜି ଭଦ୍ରକ ସହରରେ ଆୟୋଜିତ “ମାତୃଭୂମି ପାଇଁ ଗଣଦୌଡ଼–୨୦୨୬” ରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଲାଭ ହେଲା। ଶ୍ରୀ ରାମ ନବମୀ ମହୋତ୍ସବ ଅବସରରେ ଶ୍ରୀରାମ ମହାଯଜ୍ଞ ସମିତି ଆୟୋଜିତ ଏହି ଗଣଦୌଡ଼ ଭଦ୍ରକର ଗୌରବମୟ ଐତିହ୍ୟ ଓ ସଂସ୍କୃତିକୁ ଆହୁରି ଉଜ୍ଜ୍ୱଳ କରିଛି ସେବା, ସୁରକ୍ଷା ଓ ସମର୍ପଣର ଏହି ସଂକଳ୍ପ ଆମ ରାଷ୍ଟ୍ରର ମୂଳ ଶକ୍ତି। ମାତୃଭୂମି ପ୍ରତି ଭକ୍ତି ଓ ଏକତାର ଏହି ମହାପ୍ରବାହ ଆମ ସମସ୍ତ ଭାଇ-ଭଉଣୀଙ୍କୁ ଆହୁରି ଶକ୍ତିଶାଳୀ ଓ ଅନୁପ୍ରାଣିତ କରୁ
ଏହି ଗଣଦୌଡ଼ ରେ ଯୋଗଦେଇଥିଲେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଓ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର












Leave a Reply