ଚାନ୍ଦବାଲି ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ୍ !

Spread the love

ଚାନ୍ଦବାଲି ଚରଦିଆ  ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ୍

ବିନା ସୂଚନାରେ ଏବଂ ବିନା କାରଣରେ ୩ ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିନା କୌଣସି ପୂର୍ବ ସୂଚନାରେ ଦୀର୍ଘ ୩ ଘଣ୍ଟା ଧରି ବିଦ୍ୟୁତ୍ ସେବା ବନ୍ଦ ରହିବା ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ସନ୍ଧ୍ୟା ସମୟରେ ଏହି ବିଦ୍ୟୁତ୍ କାଟ୍ ଯୋଗୁଁ ପାଠପଢ଼ା ଠାରୁ ଆରମ୍ଭ କରି ବ୍ୟବସାୟିକ କାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି।(TPNODL) ର ମନ ମୁଖୀ କାମ ଏବଂ ଜେ.ଇ ଙ୍କ ଦବଙ୍ଗ ଗିରି

(କେବେ ଚେତିବେ ସରକାର )


Spread the love

Leave a Reply

Your email address will not be published. Required fields are marked *