ଉତ୍କଳ ଦିବସ ପାଇଁ ରିଲାଏନ୍ସ ଆଣିଲା ସୁନ୍ଦର୍ ଅଫର୍

Spread the love

ଓଡିଶାରେ ବୃହତ ସଂଚୟ ଓ ସ୍ମାର୍ଟ ଅପଗ୍ରେଡ ସହିତ ସ୍ୱତନ୍ତ୍ର ଉତ୍କଳ ଦିବସ ଫେଷ୍ଟିଭଅଫରର ଉନ୍ମୋଚନ କରିଛି ରିଲାଏନ୍ସ ଡିଜିଟାଲ

 

ଭୁବନେଶ୍ୱର, ୨୭ ମାର୍ଚ୍ଚ ୨୦୨୬: ଉତ୍କଳ ଦିବସର ଉତ୍ସାହକୁ ପାଳନ କରି ରିଲାଏନ୍ସ ଡିଜିଟାଲ ଓଡିଶାରେ ଏହାର ଷ୍ଟୋରଗୁଡିକରେ

ସ୍ୱତନ୍ତ୍ର ଫେଷ୍ଟିଭ ଅଫରଗୁଡିକର ଏକ ଶୃଙ୍ଖଳା ଓ ଗ୍ରାହଳ-କେନ୍ଦ୍ରିତ ପଦକ୍ଷେପଗୁଡିକର ଉନ୍ମୋଚନ କରିଛି, ଯାହା ଆଧୁନିକ ଟେକ୍ନୋଲୋଜି ପାଇଁ ବର୍କିତ ପହଂଚ ସହିତ ସାଂସ୍କୃତିକ ଗୌରବକୁ ଏକତ୍ରିତ କରିବା ପାଇଁ ଲକ୍ଷ୍ୟ ରଖୁଛି । ମୂଲ୍ୟ-ପରିଚାଳିତ ଡିଲ୍‌ଗୁଡିକ ସହ ଏହି ଅବସରକୁ ଚିହ୍ନିତ କରିବା ପାଇଁ ଏହି ସ୍ଵତନ୍ତ୍ର କ୍ୟାମ୍ପେନକୁ ଯତ୍ନର ସହ ଡିଜାଇନ କରାଯାଇଛି, ଯାହା ଏହାକୁ ଗ୍ରାହକଙ୍କ ପାଇଁ ନୂତନ ଇଲେକ୍‌ଟ୍ରୋନିକ୍ସ ଓ ଆପ୍ଲାଏନ୍ସ ସହ ଅପଗ୍ରେଡ କରିବା ଲାଗି ଉପଯୁକ୍ତ ସମୟରେ ପରିଣତ କରିଛି ।

ଉତ୍କଳ ଦିବସ ଉତ୍ସବର ଅଂଶ ଭାବେ ଗ୍ରାହକମାନେ ଅଗ୍ରଣୀ ବ୍ୟାଙ୍କ କାର୍ଡ ଉପରେ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ଆକର୍ଷଣୀୟ ତତ୍କାଳ ରିହାତି ସହିତ ପେପର ଫାଇନାନ୍ସ ବିକଳ୍ପ ଉପରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ଲାଭ ପାଇପାରିବେ, ଯାହା କ୍ରୟରେ ସୁଲଭତା ଓ ନମନୀୟତା ନିଶ୍ଚିତ କରୁଛି । ଏହି ଅଫର ଅବଧୂ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧ ତାରିଖ ୨୦୨୬ ପର୍ଯ୍ୟନ୍ତ ବୈଧ ରହିଛି । ପାର୍ବଣର ଉତ୍ସାହକୁ ବୃଦ୍ଧି କରି ରିଲାଏନ୍ସ ଡିଜିଟାଲ ନିର୍ଦ୍ଦିଷ୍ଟ ୧.୫ ଟନ-ଏୟାର କଣ୍ଡିସନର କ୍ରୟ ଉପରେ ମାଗଣା କ୍ୟୁଏଲଇଡି ଟିଭି ଏବଂ ନିର୍ଦ୍ଦିଷ୍ଟ ମଡେଲର ଫୁଟ-ଲୋଡ ୱାଶିଙ୍ଗ ମେଶିନ କ୍ରୟ ଉପରେ ମାଗଣା ଟିଭି ସମେତ ଆକର୍ଷଣୀୟ ମେଗା କମ୍ବୋ ଡିଲ ପ୍ରଦାନ କରୁଛି, ଯାହା ଗ୍ରୀଷ୍ମ ଋତୁରେ ଅଧିକ କ୍ରୟ ସମୟରେ ଉନ୍ନତ ମୂଲ୍ୟ ଦେଉଛି ।

ଏହି ପଦକ୍ଷେପ ସହଜ ଋଣ ବିକଳ୍ପ, ଆକର୍ଷଣୀୟ ଏକ୍ସଚେଞ୍ଜ ଅଫର, ଶୀଘ୍ର ଡେଲିଭରି ଓ ଇନ୍ସଲେଶନ ସର୍ଭିସ ସହ ସାମଗ୍ରିକ ଗ୍ରାହକ ସୁବିଧାକୁ ଉନ୍ନତ କରିବା ଉପରେ ଧ୍ୟାନ ଦେଉଛି, ଯାହା ଏକ ବାଧାମୁକ୍ତ ସପିଂ ଅନୁଭୂତି ନିଶ୍ଚିତ କରିଥାଏ । ଗ୍ରୀଷ୍ମ ଋତୁର ଆବଶ୍ୟକ‌ତା ପାଇଁ ନିର୍ମିତ ଏୟାର କଣ୍ଡିନର, ରେଫ୍ରିଜ‌ରେଟର, ୱାଶିଙ୍ଗ ମେଶିନ ଓ ସ୍ମାର୍ଟ ଟେଲିଭିଜନ ଭଳି ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟଗୁଡିକର ଏକ ବିସ୍ତୃତ ରେଞ୍ଜ ସହିତ ରିଲାଏନ୍ସ ଡିଜିଟାଲ ଓଡିଶାରେ ଉପଭୋକ୍ତାଙ୍କର ବିକଶିତ ଜୀବନଶୈଳୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖୁଛି ।

ଏହି ଫେଷ୍ଟିଲ କ୍ୟାମ୍ପେନ ମାଧ୍ୟମରେ ରିଲାଏନ୍ସ ଡିଜିଟାଲ ଆଧୁନିକ ଟେକ୍ନୋଲୋଜିକୁ ଅଧିକ ପହଂଚଯୋଗ୍ୟ ଓ ସୁଲଭ କରିବା ସହ ଓଡିଆ ପରିଚୟକୁ ପାଳନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଉତ୍କଳ ଦିବସ ଅଭିଯାନ ରାଜ୍ୟରେ ନିଜର ଗ୍ରାହକଙ୍କୁ ଉଦ୍ଭାବନ, ସୁବିଧା ଓ ମୂଲ୍ୟ ପ୍ରଦାନ କରିବା ସହିତ ସ୍ଥାନୀୟ ଭାବନା ସହ ସଂଯୋଜିତ ହେବା ପାଇଁ ବ୍ରାଣ୍ଡର ନିରନ୍ତର ପ୍ରୟାସର ଏକ ପ୍ରତିଫଳନ ଭାବେ ଉଭା ହୋଇଛି ।


Spread the love

Leave a Reply

Your email address will not be published. Required fields are marked *