ଚାନ୍ଦବାଲି ବିଦ୍ୟୁତ ବିଭାଗ ଯେଇ ଙ୍କ ଦର୍ତବ୍ୟ ଅପରାଧ!
ଜେ.ଇ ମନମୁଖି କାର୍ଯ୍ୟ ଲାଗି ଚାନ୍ଦବାଲିର ଜନ ସାଧାରଣ ମାନେ ସଙ୍କା ଗ୍ରସ୍ଥ ହୋଇପଡ଼ିଛନ୍ତି
ଗ୍ରୀଷ୍ମ ପ୍ରବାହରେ ଲୋକେ ଅଂଶୁଘାତରେ ସମ୍ମୁଖୀନ ହଉଥିବା ବେଳେ ଜେଇ ଜୋର ଜବରଦସ୍ତ ଉଦ୍ଦେଶ୍ୟ ମୂଳକ ଭାବରେ ବିଦ୍ୟୁତ୍ କାଟି ନିଜକୁ ବାହାଦୁରୀ ନେଉଛନ୍ତି ଏମିତି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚରଡ଼ିଆ ଗ୍ରାମରେ ବିଦ୍ୟୁତ୍ ନ ଜାଳି ଦେୟ ଦେବାକୁ ଜବରଦସ୍ତ କରୁଛନ୍ତି ବିଦ୍ୟୁତ୍ ବିଭାଗର ଅଧିକାରୀ ନ ଦେବାରୁ ବିଦ୍ୟୁତ୍ କାଟି ଦେଉଛନ୍ତି
ସରକାରଙ୍କ ଯଥା ଶୀଘ୍ର ଦୃଷ୍ଟି ନ ପଢ଼ିଲେ ଚାନ୍ଦବାଲି ବାସି ଆଗକୁ ବହୁତ୍ ହଇରାଣର ସମ୍ମୁଖୀନ ହେବେ














Leave a Reply