“ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ ”
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ସାରସକଣାରେ ପରିଚାଳନା ସମିତି ସଭାପତି ଡଃ ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବହୁ ଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ରତିକାନ୍ତ ସେଠୀ ମହୋଦୟ ଶିଶୁ ଭାଇ ଭଉଣୀଙ୍କୁ ଜନ୍ମାଷ୍ଟମୀ ର ମହତ୍ତ୍ଵ ବିଷୟରେ କହିଥିଲେ l
ଏହି କାର୍ଯ୍ୟକ୍ରମ ଶିଶୁ ଭାଇ ଭଉଣୀମାନେ ବିଭିନ୍ନ ବେଶ ହୋଇ ବିଦ୍ୟାଳୟକୁ ଆସିଥିଲେ l କାର୍ଯ୍ୟକ୍ରମ ଶେଷହେଲାପରେ ସଂକୀର୍ତ୍ତିନ ସହ ବିଭିନ୍ନ ବେଶ ଶିଶୁ ଭାଇ ଭଉଣୀ ଓ ସମସ୍ତ ଗୁରୁଜୀ ଗୁରୁମା ନିକଟସ୍ଥ ଜଗନ୍ନାଥ ମନ୍ଦିରର ପରିଭ୍ରମଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଗୁରୁଜୀ ଗୁରୁମା ଓ ସେବକ ସେବିକା ସହଯୋଗ କରିଥିଲେ lମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ସମୀକ୍ଷା ଶତପଥୀ ଙ୍କ ରିପୋର୍ଟ ଦରବାର ଟିଭି
ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ ” ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,








Leave a Reply