ସୋଲାର ଲଗାଇ ଭାଗ୍ୟ ବଦଳିଲା: କାର୍ ଜିତିଲେ ଫୁଲବାଣୀର ଗ୍ରାହକ

Spread the love

ସୋଲାର ଲଗାଇ ଭାଗ୍ୟ ବଦଳିଲା: କାର୍ ଜିତିଲେ ଫୁଲବାଣୀର ଗ୍ରାହକ ଫୁଲବାଣୀ: ସୋଲାର ପ୍ୟାନେଲ କେବଳ ବିଜୁଳି ବିଲ୍ କମାଏ ନାହିଁ, ବରଂ ଭାଗ୍ୟ ମଧ୍ୟ ବଦଳାଇପାରେ, ଏହା ପ୍ରମାଣ କରିଛନ୍ତି ଫୁଲବାଣୀର ଜଣେ ବ୍ୟକ୍ତି। କାମ୍ପା ସୋଲାର (kamap Solar) ସଂସ୍ଥା ପକ୍ଷରୁ ଆୟୋଜିତ ସ୍ପେଶାଲ ଅଫର ଗ୍ରାମରେ ସମସ୍ତଙ୍କ ଘରେ ସୋଲାର ଲଗାଈ ଏକ ଦାମୀ କାର୍ ଉପହାର ସ୍ୱରୂପ ପାଇଛନ୍ତି। କାମ୍ପା ସୋଲାର ସିଷ୍ଟମ ନିଜ ଘରେ ଲଗାଇବା ପରେ ଅନ୍ୟ ମାନଙ୍କୁ କହିଥିଲେ କାମ୍ପା ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସେ ଏହି ବଡ଼ ବିଜୟ ହାସଲ କରିଛନ୍ତି। କାର୍ ଜିତିବା ପରେ ଗ୍ରାହକ ଜଣଙ୍କ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ କହିଛନ୍ତି ଯେ, “ମୁଁ କେବଳ ବିଜୁଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କାମ୍ପା ସୋଲାର ଲଗାଇଥିଲି, କିନ୍ତୁ ଏହା ମୋତେ ଏତେ ବଡ଼ ଉପହାର ଦେବ ବୋଲି ମୁଁ କେବେ ଭାବି ନଥିଲି।” ସଂସ୍ଥାର ମତ: କାମ୍ପା ସୋଲାର ନିଜର ଗ୍ରାହକମାନଙ୍କୁ ସ୍ୱଚ୍ଛ ଶକ୍ତି ବ୍ୟବହାର କରିବା ପାଇଁ ଉତ୍ସାହିତ କରିବା ସହ ସେମାନଙ୍କ ବିଶ୍ୱାସ ପାଇଁ ଏଭଳି ଉପହାର ପ୍ରଦାନ କରୁଛି। ପରେ ଅନେକ ଲୋକ ସୋଲାର ଶକ୍ତି ଆପଣାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି


Spread the love

Leave a Reply

Your email address will not be published. Required fields are marked *