ଦଳର ସଭାପତିଙ୍କ ମୁହଁରୁ ଶୁଣିଲେ ଆମେ ଜାଣିବୁ ସୁଜାତା ପାଣ୍ଡିଆନ୍ ଦଳକୁ ଆସିବେ କି ନାହିଁ ଜଣାପଡ଼ିବ।

Spread the love

ଦଳର ସଭାପତିଙ୍କ ମୁହଁରୁ ଶୁଣିଲେ ଆମେ ଜାଣିବୁ ସୁଜାତା ପାଣ୍ଡିଆନ୍ ଦଳକୁ ଆସିବେ କି ନାହିଁ ଜଣାପଡ଼ିବ। ଆମେ ଏପର୍ଯ୍ୟନ୍ତ ସଭାପତିଙ୍କ ମୁହଁରୁ ଶୁଣିନୁ,କଣ ନୂତନ ସମୀକରଣ କଣ ସୃଷ୍ଟି ହେଉଛି।

ମନ୍ମଥ ରାଉତରାୟ ଦେଇଥିବା ବୟାନକୁ ନେଇ କହିଲେ….
ସିଏ ସାଂସଦ ପ୍ରାର୍ଥୀ, ଦଳର ମୁରବି ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ମୁହଁରୁ ଶୁଣିଲେ ବିଶ୍ୱାସ କରିବୁ, ୧୦୦ ପ୍ରତିଶତ କି ୧ ପ୍ରତିଶତ ଆସିବେ ଜାଣିବୁ। ଦଳ ପାଇଁ ଯାହା ଶୁଭଙ୍କର ହେବ ଦଳର ସଭାପତି ସୂଚନା ଦେବା କଥା। ଅନ୍ୟମାନେ ସୂଚନା ଦେବା ବୃଥା ବୋଲି କହିଛନ୍ତି ବିଜେଡି କର୍ପୋରେଟର ଅଜିତ୍ ବେହେରା

ରିପୋର୍ଟ -ରାକେଶ ପଟ୍ଟନାୟକ


Spread the love

Leave a Reply

Your email address will not be published. Required fields are marked *