ଚାନ୍ଦବାଲି: ଚାନ୍ଦବାଲି ଏନେସି ଅନ୍ତର୍ଗତ କୁଞ୍ଜକାଲିକା ୱାର୍ଡରେ ବଜ୍ରାଘାତରେ ମା ଓ ଝିଅ ଗୁରୁତ୍ୱର ହୋଇଛନ୍ତି l ଗୁରୁତ୍ୱର ମା ଓ ଝିଅଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲ ଭର୍ତି କରିଥିଲେ ମଧ୍ୟ ତାଙ୍କର ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରା ଯାଇଛି l ଏଥିସହ ବଜ୍ରା ଘାତରେ ଗୁହାଳ ଘର ସମେତ କୁଟା ଗଦା ମଧ୍ୟ ପୋଡି ଯାଇଛି l ଗୁରୁତ୍ୱର ମା ହେଉଛନ୍ତି କୁଞ୍ଜକାଳିକା ଗାଁରମା ପାନଲତା ଦାସ ଓ ଝିଅ ଆରତୀ ଦାସ ବୋଲି ସୂଚନା ମିଳିଛି l
ବଜ୍ରାଘାତରେ ମା ଝିଅ ଗୁରୁତ୍ୱର, ଚାନ୍ଦବାଲି ମେଡିକାଲରୁ ଭଦ୍ରକ ସ୍ଥାନାନ୍ତର









Leave a Reply