ଭୁବନେଶ୍ୱର: ରଥଯାତ୍ରା ପାଇଁ ହାଇ ଆଲର୍ଟ। RTO ଓ NHAI ପକ୍ଷରୁ କଡ଼ା ଗାଇଡଲାଇନ୍। ଗଠନ ହେବ ସ୍ୱତନ୍ତ୍ର ଏନଫର୍ସମେନ୍ଟ ସ୍କ୍ୱାଡ। ରାଜଧାନୀର ବିଭିନ୍ନ ଛକ ସମେତ ପୁରୀ ଓ କଟକ ରେ ମଧ୍ୟ ବଳବତ୍ତର ହେବ ଟ୍ରାଫିକ ର କଡ଼ା ନିୟମ। ବିଶେଷକରି ସ୍ପିଡ୍ ଲିମିଟ ଉପରେ ଦିଆଯିବ ଗୁରୁତ୍ବ।
ସେହିପରି ଯାତ୍ରୀଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇ, ସୂଚନା କେନ୍ଦ୍ର ସହାୟତା ଓ ବିଶ୍ରାମ ଗୃହ ବ୍ୟବସ୍ଥା କରାଯିବ।
NHAI ହାଇୱେ ପେଟ୍ରୋଲିଂ ରଥଯାତ୍ରା ସମୟରେ କଟକରୁ ଭୁବନେଶ୍ୱର ଏଵଂ କଟକରୁ ପୁରୀ ରୋଡ ରେ NHAI ହାଇୱେ ପାଟ୍ରୋଲିଂ ସଂଖ୍ୟା ବୃଦ୍ଧି କରିବେ….
ରିପୋର୍ଟ -ରାକେଶ ପଟ୍ଟନାୟକ















Leave a Reply