ମନ୍ତେଇ ନଦୀରେ ବାଲିଆପାଳ ଘାଟରେ ଘଟିଛି ଅଘଟଣ, ନିର୍ମାଣଧିନ ବ୍ରିଜ଼ରେ କାର୍ଯ୍ୟରତ ଶ୍ରମିକ ମାନେ ନଦୀ ମଧ୍ୟରେ ଡ଼ଙ୍ଗା ମାଧ୍ୟ୍ୟମରେ ସର୍ଭେ କରୁଥିବା ବେଳେ ଡ଼ଙ୍ଗା ଓଲଟି ପଡିବାରୁ ଦୁଇ ଶ୍ରମିକ ଉଦ୍ଧାର ହୋଇ ଭଦ୍ରକ ସ୍ଥାନାନ୍ତର ହୋଇଛନ୍ତି ହେଲେ ଜଣେ ଶ୍ରମିକ ନଦୀ ମଧ୍ୟରେ ନିଖୋଜ ଅଛନ୍ତି l ନିଖୋଜ ଶ୍ରମିକ ହେଉଛନ୍ତି ଯଶିପୁର ପଂଚାୟତର ବିଜୟବେହେରା ବୋଲି ସୂଚନା ମିଳିଛି l ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଘଣ୍ଟେଶ୍ୱର ଫାଣ୍ଡି ଓ ନାୟକାଣୀ ଡିହ ଥାନାରେ ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି lଚାନ୍ଦବାଲି ରୁ ପ୍ରତାପ କୁମାର ଦାସ ଙ୍କ ରିପୋର୍ଟ
24 ଘଣ୍ଟା ପରେ ଉଦ୍ଧାର ହେଲେ ବିଜୟ






Leave a Reply