ରମାଦେବୀ କଲେଜ ସାମ୍ନାରେ କାର୍-ସ୍କୁଟି ମୁହାଁମୁହିଁ ଧକ୍କା

Spread the love

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ଜନପଥରେ ପୁଣି ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (କଲେଜ) ସମ୍ମୁଖରେ ଏକ ଦ୍ରୁତଗାମୀ ସ୍କୁଟି କାର୍ ମଧ୍ୟରେ ଜୋରଦାର ଧକ୍କା ହୋଇଛି ସ୍କୁଟି ଯାଇକି କାର କୁ ପିଟିବା ଫଳରେ ଗାଡ଼ି ଦ୍ୱୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

​ଆଶ୍ୱସ୍ତିର ବିଷୟ: ଏହି ଦୁର୍ଘଟଣାରେ କାହାରି କିଛି ହାନି ହୋଇନାହିଁ। ଗାଡ଼ି ଚାଳକ ଏବଂ ଆରୋହୀ ସେଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି।


Spread the love

Leave a Reply

Your email address will not be published. Required fields are marked *