ଜିଲ୍ଲା କଟକରେ_ସିରିଜ୍_ଦୁର୍ଘଟଣା ଆହତ saraswati khabar Jun 1, 2026 0 Spread the loveକଟକରେ ସିରିଜ୍ ଦୁର୍ଘଟଣା। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। କଟକ ମାତାମଠ ଛକ ନିକଟରେ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି ପିକ୍ ଅପ୍। ଦୁର୍ଘଟଣାରେ ଗୋଟିଏ କାର, ଅଟୋ, ସ୍କୁଟି ଏବଂ ବାଇକ କ୍ଷତିଗ୍ରସ୍ତ ହୋଇଛି। ପିକ୍ ଅପ୍ ଡ୍ରାଇଭର ମଦ ପିଇ ଏଭଳି ଦୁର୍ଘଟଣା ଘଟାଇଛନ୍ତି। ରିପୋର୍ଟ _ରାକେଶ ପଟ୍ଟନାୟକ Spread the love
ଜିଲ୍ଲା ଭଦ୍ରକର ଭଣ୍ଡାରିପୋଖରୀ ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ saraswati khabar Jul 13, 2026
ଜିଲ୍ଲା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର saraswati khabar Jul 10, 2026
ଜିଲ୍ଲା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର, saraswati khabar Jul 7, 2026
ଜିଲ୍ଲା ବର୍ଷା ଯୋଗୁ ଜଳବନ୍ଦୀ ଅଞ୍ଚଳ, ପାଣି ପଶି ହଇରାଣ ଲୋକେ ହଂସପାଳ ଗ୍ରାମ ରେ 1500 ରୁ ଅଧିକ saraswati khabar Jul 5, 2026
ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର saraswati khabar Jul 1, 2026
Leave a Reply Cancel replyYour email address will not be published. Required fields are marked *Comment Name* Email* Save my name, email, and website in this browser for the next time I comment.
ଓଡିଶାର ପାଣି ପାଗ ପୂର୍ବତନ ଜିଲ୍ଲା ଜଜ୍ ଧନୁର୍ଦ୍ଧର ସେନାପତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା! 💐🎂 saraswati khabar Jul 25, 2026
Leave a Reply