ମାଷ୍ଟର୍ କ୍ୟାଣ୍ଟିନ୍ ସ୍ଥିତ ମହାକାଳୀ ଅଟାକଳ ସାମ୍ନାରେ ଦୁର୍ଘଟଣା। ଚାଲି ଚାଲି ଯାଉଥିବା ସମୟରେ ଜଣେ ମହିଳା ଓ ଛୋଟ ଝିଅକୁ ଧକ୍କା ଦେଇଥିଲେ ବାଇକ୍ ଚାଳକ। ଦୁର୍ଘଟଣାରେ ମହିଳା ଜଣଙ୍କ ଗଭୀର ଭାବେ ଆହତ ହୋଇଛନ୍ତି, ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଛୋଟ ଝିଅ ବି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଗାଡ଼ି ଚାଳକଙ୍କୁ ଅଟକ ରଖିବା ସହିତ ବାଇକ୍ ଟିକୁ ଜବତ କରିଛି। ଆହତ ମହିଳା ଓ ତାଙ୍କ ଝିଅକୁ କ୍ୟାପିଟାଲ ହସ୍ପିଟାଲ୍ କୁ ନେଇଛି
Report -ରାକେଶ ପଟ୍ଟନାୟକ















Leave a Reply