କୁନି ଚେସ ପ୍ଲେୟାର ସାତ୍ତ୍ୱିକ ସ୍ୱାଇଁ

Spread the love

କୁନି ଚେସ ପ୍ଲେୟାର ସାତ୍ତ୍ୱିକ ସ୍ୱାଇଁ। ବୟସ ମାତ୍ର ୧୦ ବର୍ଷ ହେଲେ ସଫଳତା ଅନେକ। ପାଖାପାଖି ୨୦୦ ରୁ ଅଧିକ ଟ୍ରଫି ଓ ମେଡାଲ ଜିତି ସାରିଲେଣି ସେ। ଜାତୀୟ ଠୁ ଅନ୍ତର୍ଜାତୀୟ ସ୍ତରର ଅନେକ ପ୍ରତିଯୋଗିତାରେ ଚେସ ରେ ସେ ଓଡ଼ିଶା ପାଇଁ ସାଜିଛନ୍ତି ନୂଆ ଆଶା। ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ୧୦ ବର୍ଷରୁ କମ୍ କମନୱେଲ୍ଥ ଗେମ୍ସରେ ଦୁଇଟି ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ସାତ୍ତ୍ୱିକ।

 

ରିପୋର୍ଟ :- ରାକେଶ ପଟ୍ଟନାୟକ


Spread the love

Leave a Reply

Your email address will not be published. Required fields are marked *