ଆମ ସମାଜ ରେ ନାରୀକୁ ସବୁ ସମୟରେ ଉଚ୍ଚ ସ୍ଥାନ ପାଲ୍ବା ପାଇଁ ଉପକୂକ୍ତ ସମ୍ମାନ ଦିଆ ଯାଉନାହିଁ . ବିଶେଷତ ଜଣେ ଭାରତୀୟ ନାରୀକୁ କୁ ତାର ଶଶୁରାଳୟ ରେ ଯେଉଁ ମର୍ଯ୍ୟାଦା ଦେବା ଉଚିତ, କିଛି କିଛି ପରିବାର ରେ ଏହାର ଅଭାବ ଦେଖା ଦେଇଥାଏ ଯଦିଓ ଜଣେ ଶାଶୁ ଗୋଟିଏ ଝିଅ ର ମା ହେଇଥିଲେ ହେଁ ଅନ୍ୟ ଘର ର ଝିଅ ଯିଏ କି ତାର ବହୁ ରୂପରେ ଘର କୁ ଆସିଥାଏ, ତା ପ୍ରତି ବ୍ୟବହାର ରେ ବ୍ୟତିକ୍ରମ ଦେଖା ଦିଏ. ସବୁ କଥା ରେ ବୋହୁ ର ଦୋଷ ଦେଖ୍ ଖରାପ ବ୍ୟବହାର କରିଥାଏ. ଶାଶୁ ଭାବନ୍ତି ତାଙ୍କର ପୁଅ କୁ ବୋହୁ ତା ଠାରୁ ଅଲଗା କରି ନଉଚି ସେହପରି ନଣଦ ଭାଉଜ ଙ୍କ ମଧ୍ୟ ରେ ସୁ ସମ୍ପର୍କ ଦେଖା ଦିଏ ନାହିଁ . ଏହିଠାରେ ଗୋଟିଏ ନାରୀ ଅନ୍ୟ ଗୋଟେ ନାରୀ କୁ ସଯ୍ୟ କରିପାରେ ନାହିଁ ଏବଂ ଦୁବ୍ୟବାର କରେ.ସେମାନେ ଭାବନ୍ତି ନାହିଁ ସେମାନେ ମଧ୍ୟ କାହାର ଭଉଣୀ ଏହି ସବୁ କ୍ଷେତ୍ର ରେ ଗୋଟିଏ ନାରୀ ଅନ୍ୟ ଗୋଟେ ନାରୀ ର ଶତ୍ରୁ ହୋଇ ଉଠେ ଏତଦବ୍ୟତୀତ କର୍ମ କ୍ଷେତ୍ରରେ ମଧ୍ୟ କିଛି କିଛି କ୍ଷେତ୍ର ରେ ଗୋଟିଏ ନାରୀ ଅନ୍ୟ ସାଥ୍ ନାରୀ କୁ ହିଂସା କରେ କ୍ଷକିଛି କିଛି ସହପାଠୀନି ତାର ସାଥ୍ ସହ ପାଠିନି କୁ ହିଂସା କରିଥାଏ ଏସବୁ ଦୁର୍ବଳ ମାନସିକତା ର ଲକ୍ଷଣ କ୍ଷ ସମାଜ ସୁଧାର ର ଆବଶ୍ୟକତା ଉପରେ ଜୋର ଦେବା ଦରକାର କ୍ଷ ନିଜର ଚିନ୍ତା ଧାରା ର ପରିବର୍ତନ ଏବଂ ସମାଜ ର ସବୁ ବର୍ଗ ନାରୀ ମାନଙ୍କ ସହିତ ମିଳା ମିସା କଲେ ଦୁର୍ବଳ ମନୋଭାବ ଦୂର ହେଇ ଯିବ. ଏହିସବୁ ଭ୍ରାନ୍ତ ଚିନ୍ତା ଧାରା କୁ ମନରୁ ଦୂର କରି ନାରୀ ମାନଂକୁ ସଚେତନ ହୋଇ ମାନସିକ ବିକାଶ ପାଇଁ ସମାଜ ର କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ କରିବାକୁ ପଡ଼ିବ
ନାରୀର ଶତ୍ରୁ ନିଜେ ନାରୀ
















Leave a Reply