*ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

Spread the love

ଏହି ଅବସରରେ, ବିଭିନ୍ନ ପରିସ୍ଥିତିରେ ମହିଳାମାନେ ପ୍ରଦର୍ଶନ କରୁଥିବା ଅଦମ୍ୟ ସାହସ, ଧୈର୍ଯ୍ୟ ଏବଂ ଉତ୍ସର୍ଗତାକୁ ପ୍ରଣାମ କରୁଛି, ଯାହା କି ପ୍ରତ୍ୟେକ ବ୍ୟକ୍ତି ବିଶେଷ ପାଇଁ ପ୍ରେରଣାର ଉତ୍ସ ଅଟେ।* #WomensDay


Spread the love

Leave a Reply

Your email address will not be published. Required fields are marked *