ଦୋଳ ପୂର୍ଣ୍ଣିମା ବାର୍ଷିକ ଉତ୍ସବ

Spread the love

ଗତକାଲି ଏକ ବିଶେଷ ସନ୍ଧ୍ୟା ରେ ବୋଲଗଡ଼ ବ୍ଲକ ର ଗେଡିଆପଲି ଗ୍ରାମ ପଞ୍ଚାୟତ ରେ ଜଳେଶ୍ଵର ଦେବ ନାଟ୍ୟ ସଂସଦ ଅନୁକୂଳ ରେ ଅନୁଷ୍ଠିତ ଦୋଳ ପୂର୍ଣ୍ଣିମା ବାର୍ଷିକ ଉତ୍ସବ ବହୁ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବେଗୁନିଆ ବୋଲଗଡ଼ ମାଟିର ପୁଅ, ବରିଷ୍ଠ ସମାଜସେବୀ ତଥା ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ। ଏବଂ ତାଙ୍କ ସହ ପଞ୍ଚାୟତ ର ପୂର୍ବତନ ସରପଞ୍ଚ, ବର୍ତ୍ତମାନ ର ସରପଞ୍ଚ, ସମିତି ସଭ୍ୟ, ଏବଂ ଅନ୍ୟାନ୍ୟ କର୍ମୀ ମାନେ

ମଧ୍ୟ ଉପସ୍ଥିତ ଥିଲେ।


Spread the love

Leave a Reply

Your email address will not be published. Required fields are marked *