ଆଜି ତା ୯.୦୩.୨୦୨୬ ରେ ମହିଳା କଲ୍ୟାଣ ସମିତି କଳିଙ୍ଗ ବିହାର ଭୁବନେଶ୍ୱର ପକ୍ଷରୁ ଆର୍ନ୍ତଜାତିକ ମହିଳା ଦିବସ ପାଳନ କରାଯାଇଛି ମହିଳା କଲ୍ୟାଣ ସମିତି ମୂଳ ଲକ୍ଷ୍ୟ ହେଲା ମାନବ ସେବା ହିଁ ମାଧବ ସେବା ସେହି ପରିପେକ୍ଷୀରେ ଆଜି ମହିଳା ଦିବସ ଉପଲକ୍ଷେ ବିଭିନ୍ନ ଜିଲ୍ଲା କିଛି ଅସହ୍ୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛି ଏମିତି କିଛି କାର୍ଯ୍ୟ କରି ନିଜର ପରିଚୟ ସୃଷ୍ଟି କରିଛି ମହିଳା କଲ୍ୟାଣ ସମିତି ବେଶୀ କରି ଆଦିବାସୀ ଅଞ୍ଚଳରେ ମହିଳାମନକୁ ସଶକ୍ତିକରଣ କରିବାରେ ଆମ ସଂସ୍ଥା ଅହରହ ଲଗିରଚି ଏବଂ ସେମାନଙ୍କୁ ଆଜି ଏହି ମଞ୍ଚରେ ସମ୍ମାନିତ କରାଯାଇଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ମହିଳା କେମିତି ଆଗକୁ ଆସିବେ ସଶକ୍ତ ହେବେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଡଃ: ପ୍ରକାଶ ଶ୍ରୀଚନ୍ଦନ ଓଡ଼ିଶା ପାଇକ ଆଖଡ଼ା ସଭାପତି ଏବଂ ନିହାରିକା ପଟ୍ଟନାୟକ (DGM Law)
ମହିଳା କଲ୍ୟାଣ ସମିତି ପକ୍ଷରୁ ମହିଳା ଦିବସ ପାଳନ
















Leave a Reply