ଭରତପୁର ଥାନାରେ ଉତେଜନା

Spread the love

Bharatpur ps

ଭରତପୁର ଥାନାରେ ଉତେଜନା l ବରମୁଣ୍ଡା ହାଉସିଙ୍ଗ ବୋର୍ଡ଼ କଲୋନୀର ବିନୋଦ ବିହାରୀ ବଳଙ୍କ ଗିରଫଦାରୀ ପରେ ଭରତପୁର ଥାନାରେ ଚାଲିଛି ପ୍ରତିବାଦ। ଗାଡ଼ି ପାର୍କିଂକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ବିନୋଦ ବିହାରୀ ବଳଙ୍କୁ ଭରତପୁର ଥାନା ପୋଲିସ ଗିରଫ କରି ଅନ୍ୟ ଗୋଷ୍ଠୀର ଦିଲ୍ଲୀପ ଚମ୍ପତି ଓ ରଘୁନାଥ ଗୌଡଙ୍କୁ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି
ବିନୋଦ ବିହାରୀ ବଳଙ୍କ ସମର୍ଥକ । ପୋଲିସ ଏକପାଖିଆ ଭାବେ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ କରିଛନ୍ତି
ବିନୋଦ ବିହାରୀ ବଳଙ୍କ ମାଆ । ଭରପୁର ଥାନାରେ ବଢ଼ିଲା ସୁରକ୍ଷା। ଭରତପୁର ଥାନାରେ ଏକାଧିକ ଥାନା ଅଧିକାରୀ ଓ ଜୋନ୍ ଏସିପି ।

Report ରାକେଶ ପଟ୍ଟନାୟକ


Spread the love

Leave a Reply

Your email address will not be published. Required fields are marked *