ପୁରୀରେ : ହୋଟେଲ ମାଲିକଙ୍କୁ ହତ୍ୟା ପରେ ଅଭିଯୁକ୍ତକୁ ଏନକାଉଣ୍ଟର !
ବଳିଆପଣ୍ଡା ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ
ମୃତ ହୋଟେଲ ମାଲିକଙ୍କ ନାମ ପବିତ୍ର ନାୟକ
ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୁରୀ ପୋଲିସ
ହତ୍ୟାକାଣ୍ଡରେ ସମ୍ପୃକ୍ତ #ଅଭିଯୁକ୍ତ ଚନ୍ଦନ କୁମାର ପଲାରକୁ ପୋଲିସର ଏନକାଉଣ୍ଟର
ଓମକାରେଶ୍ବର ମନ୍ଦିର ନିକଟରେ ପୋଲିସ ଗୁଳିରେ ଚନ୍ଦନ କୁମାର ଆହତ
ପୁରୀ ଜିଲ୍ଲା ମୁଖ୍ୟ #ଗୋଖର_ ଚିକିତ୍ସାଳୟରେ ଚନ୍ଦନକୁ ଭର୍ତ୍ତି କରାଯାଇଛି
ମେଡିକାଲ ପରିସରରେ ଉତ୍ତେଜନା,ବ୍ୟାପକ ପୋଲିସ ମୁତୟନ |
ରିପୋର୍ଟ -ରାକେଶ ପଟ୍ଟନାୟକ
ହୋଟେଲ ମାଲିକଙ୍କୁ ହତ୍ୟା ପରେ ଅଭିଯୁକ୍ତକୁ ଏନକାଉଣ୍ଟର !















Leave a Reply