ପୁସ୍ତକ ଜ୍ଞାନର ଭଣ୍ଡାର. ଦେଶ ବିଦେଶର ଖବର ଆମେ ପୁସ୍ତକ ରୁ ପାଉଛେ. ବିଶ୍ୱ ଇତିହାସ, ସାହିତ୍ୟ ତଥା ଦେଶ ଇତିହାସ, ସାହିତ୍ୟର ସମସ୍ତ ତଥ୍ୟ ଆମେ ପୁସ୍ତକରୁ ପାଉଛେ. ଜ୍ଞାନ, ବିଜ୍ଞାନର ତଥ୍ୟ ଆମକୁ ପୁସ୍ତକ ଯୋଗାଇ ଦିଏ.ପୁସ୍ତକ ବିଶ୍ୱକୁ ଏକ ଗବାକ୍ଷ୍ୟ. ପୁସ୍ତକ ଆମର ବନ୍ଧୁ, ଜ୍ଞାନ ବିଜ୍ଞାନର ସିନ୍ଧୁ. ଆସନ୍ତୁ ପୁସ୍ତକ ପଢିବା, ବିଶ୍ୱ କୁ ଜାଣିବା
ପୁସ୍ତକ ହେଉଛି ଜ୍ଞାନର ଆଲୋକ ଏବଂ ମଣିଷର ସବୁଠାରୁ ଭଲ ବନ୍ଧୁ। ଏହା ଆମକୁ ଅଜ୍ଞତାର ଅନ୍ଧକାରରୁ ମୁକ୍ତି ଦେଇ ଏକ ନୂତନ ବିଶ୍ୱ ଦେଖିବାର ସୁଯୋଗ ଦିଏ।”ବିଶ୍ୱ ପୁସ୍ତକ ଦିବସ ଅବସରରେ ସମସ୍ତ ପାଠକ ଏବଂ ବହିପ୍ରେମୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଆସନ୍ତୁ ପୁସ୍ତକ ପଠନକୁ ନିଜ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ଏକ ସମୃଦ୍ଧ ସମାଜ ଗଠନ କରିବା।”
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ, ଖୋର୍ଦ୍ଧା
ମ: ୯୪୩୭୨୮୭୮୦୬





Leave a Reply