ପୁଲୱାମା ହମଲାକୁ ପୁରିଲା ୭ ବର୍ଷ। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ।ସେ ଦିନର ସେଇ କଳା ଦିନ କଥା ମନେ ପକାଇଲେ ଆଜି ବି ଛାତି ଥରି ଉଠେ। ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ସିଆରପିଏଫର କନଭୟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। #saraswatikhabar
ପୁଲୱାମା ହମଲାକୁ ପୁରିଲା ୭ ବର୍ଷ।













Leave a Reply