ଝାରସୁଗୁଡା ଜିଲ୍ଲାରୁ ଆସିଥିବା ଏକ ହୃଦୟବିଦାରକ ଘଟଣା ସେହି ଦାବି ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଛି। ଶବବାହକ ଗାଡ଼ି ନ ମିଳିବାରୁ ଜଣେ ଅସହାୟ ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ମୃତଦେହ ବାଇକ୍ରେ ବୋହି ଘରକୁ ନେବାକୁ ପଡ଼ିଛି। ଏହି ଦୃଶ୍ୟ କେବଳ ଜଣେ ଗରିବ ପରିବାରର ଅସହାୟତାକୁ ନୁହେଁ, ବରଂ ପ୍ରଶାସନିକ ବ୍ୟବସ୍ଥାର ଅବହେଳାକୁ ମଧ୍ୟ ସାମ୍ନାକୁ ଆଣିଛି।
ରିପୋର୍ଟ୍ -ରାକେଶ ପଟ୍ଟନାୟକ
















Leave a Reply